ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଶ୍ୱରୂପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଶ୍ୱରୂପ   ବିଶେଷ୍ୟ

ଅର୍ଥ : କୃଷ୍ଣ ଅର୍ଜୁନଙ୍କୁ ଦେଖାଇଥିବା ଗୋଟିଏ ରୂପ

ଉଦାହରଣ : ମହାଭାରତରେ ଗୀତାର ଉପଦେଶ ଦେବା ସମୟରେ ଅର୍ଜୁନଙ୍କୁ କୃଷ୍ଣ ନିଜ ବିଶ୍ୱରୂପ ଦେଖାଇଥିଲେ

कृष्ण का एक रूप जो उन्होंने अर्जुन को दिखाया था।

महाभारत में गीता का उपदेश देते समय कृष्ण ने अर्जुन को अपना विश्वरूप दिखाया था।
विराट, विराट्, विश्वरूप

ଅର୍ଥ : ତ୍ୱଷ୍ଟାଙ୍କ ଜଣେ ପୁତ୍ର

ଉଦାହରଣ : ବିଶ୍ୱରୂପଙ୍କ ବର୍ଣ୍ଣନା ପୁରାଣରେ ମିଳେ

त्वष्टा के एक पुत्र।

विश्वरूप का वर्णन पुराणों में मिलता है।
विश्वरूप

An imaginary being of myth or fable.

mythical being