ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଶେଷଜ୍ଞ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଶେଷଜ୍ଞ   ବିଶେଷ୍ୟ

ଅର୍ଥ : ଯାହାର ଅନୁଭବ ବା ଅଭିଜ୍ଞତା ରହିଛି

ଉଦାହରଣ : ଏହି କାମ କୌଣସି ଅଭିଜ୍ଞତା ବ୍ୟକ୍ତିଦ୍ୱାରା କରାଇବା ହିଁ ଭଲ ହେବ

ସମକକ୍ଷ : ଅଭିଜ୍ଞତା, ଅଭିଜ୍ଞା

वह जिसे अनुभव या तजुर्बा हो।

यह काम किसी अनुभवी व्यक्ति से ही कराना अच्छा है।
अनुभवी व्यक्ति, तजरबाकार, तजरबेकार, तजरुबाकार, तजर्बेकार, तजुरबेकार, तजुर्बेकार

ଅର୍ଥ : ଯେ କୌଣସି ବିଷୟକୁ ବିଶେଷ ରୂପରେ ଜାଣିଥିବା ବା ଯେ କୌଣସି କାମ, ବସ୍ତୁଆଦିକୁ ବହୁତ ଭଲଭାବରେ ଜାଣେ

ଉଦାହରଣ : ସେ ଚର୍ମରୋଗ ବିଶେଷଜ୍ଞ

वह जो किसी विषय का विशेष रूप से ज्ञाता हो या जो किसी काम, वस्तु आदि का बहुत अच्छा जानकार हो।

वह त्वचा रोग विशेषज्ञ है।
एक्सपर्ट, विशेषज्ञ, स्पेशलिस्ट

A person with special knowledge or ability who performs skillfully.

expert

ବିଶେଷଜ୍ଞ   ବିଶେଷଣ

ଅର୍ଥ : କୌଣସି ବିଶେଷ ବିଷୟ ଆଦିରେ ସମ୍ବନ୍ଧ ରଖିବା ବ୍ୟକ୍ତି

ଉଦାହରଣ : ଏ ବିଷୟରେ ତଥ୍ୟ ତ ଆପଣକୁ କେହି ବିଶେଷଜ୍ଞ ବ୍ୟକ୍ତି ହିଁ ଦେଇପାରିବେ

किसी विशेष विषय आदि से संबंध रखने वाला।

इसकी जानकारी तो आपको कोई वैशेषिक व्यक्ति ही दे सकता है।
वैशेषिक

ଅର୍ଥ : କୌଣସି ବିଷୟକୁ ଭଲଭାବରେ ଜଣିଥିବା ଲୋକ

ଉଦାହରଣ : ଏହା ଆଧ୍ୟାତ୍ମିକ ବିଶେଷଜ୍ଞ ପୁରୁଷମାନଙ୍କ ସମ୍ମେଳନ

किसी विषय को भली-भाँति जानने वाला।

यह आध्यात्म के विशेषज्ञ पुरुषों का सम्मेलन है।
आप्त, विशेषज्ञ