ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭିଜ୍ଞା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭିଜ୍ଞା   ବିଶେଷ୍ୟ

ଅର୍ଥ : ପ୍ରଥମେ ଅନୁଭୂତ ହୋଇଥିବା କଥାରୁ ମନରେ ଉତ୍ପନ୍ନ ହୋଇଥିବା ସଂସ୍କାର

ଉଦାହରଣ : ଅଭିଜ୍ଞା ସହଜରେ ନଷ୍ଟ ହୁଏନାହିଁ

पहले देखी हुई बात से मन में उत्पन्न होने वाला संस्कार।

अभिज्ञा आसानी से मिटती नहीं है।
अभिज्ञा

ଅର୍ଥ : ଯାହାର ଅନୁଭବ ବା ଅଭିଜ୍ଞତା ରହିଛି

ଉଦାହରଣ : ଏହି କାମ କୌଣସି ଅଭିଜ୍ଞତା ବ୍ୟକ୍ତିଦ୍ୱାରା କରାଇବା ହିଁ ଭଲ ହେବ

ସମକକ୍ଷ : ଅଭିଜ୍ଞତା, ବିଶେଷଜ୍ଞ

वह जिसे अनुभव या तजुर्बा हो।

यह काम किसी अनुभवी व्यक्ति से ही कराना अच्छा है।
अनुभवी व्यक्ति, तजरबाकार, तजरबेकार, तजरुबाकार, तजर्बेकार, तजुरबेकार, तजुर्बेकार

ଅର୍ଥ : ଯେଉଁ ଜ୍ଞାନ ଲୌକିକ ଜ୍ଞାନରୁ ଊର୍ଦ୍ଧ୍ୱରେ

ଉଦାହରଣ : ତାର ପୂର୍ବଜନ୍ମର ପାରଲୌକିକ ଜ୍ଞାନ ଏବେ ବି ଅଛି

ସମକକ୍ଷ : ପାରଲୌକିକ ଜ୍ଞାନ

वह ज्ञान जो लौकिक ज्ञान से परे हो।

उसकी पूर्वजन्मों की अभिज्ञा अब तक बनी हुई है।
अभिज्ञा, अलौकिक ज्ञान, पारलौकिक ज्ञान, लोकोत्तर ज्ञान