ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଲକ୍ଷଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଲକ୍ଷଣ   ବିଶେଷଣ

ଅର୍ଥ : ବିଲକ୍ଷଣରେ ପୂର୍ଣ୍ଣ

ଉଦାହରଣ : ପ୍ରକୃତିରେ ବିଲକ୍ଷଣ ଜୀବଜନ୍ତୁମାନଙ୍କର ଊଣା ନାହିଁ ଅନେକ ପ୍ରକାରର ଜୀବଜନ୍ତୁ କାରଣରୁ ଏହି ଚିଡିଆଖାନା ବିଲକ୍ଷିତ ଅଟେ

ସମକକ୍ଷ : ବିଲକ୍ଷଣପୂର୍ଣ୍ଣ, ବିଲକ୍ଷିତ

विलक्षण से पूर्ण।

प्रकृति में विलक्षित जीव-जन्तुओं की कमी नहीं है।
अनेक प्रकार के जीवों के कारण यह चिड़ियाघर विलक्षित है।
विलक्षणपूर्ण, विलक्षित

ଅର୍ଥ : ଯାହା ବିଶେଷ ଲକ୍ଷଣଯୁକ୍ତ

ଉଦାହରଣ : ମତ୍ସ୍ୟ୍ୟକନ୍ୟା ଏକ ବିଲକ୍ଷଣ ଜୀବ

ସମକକ୍ଷ : ଅଜବ, ଅଦ୍ଭୁତ, ଅଦ୍ଭୁତପୂର୍ବ, ଅପୂର୍ବ, ଅଲୌକିକ, ଆଶ୍ଚର୍ଯ୍ୟଜନକ, ବିଚିତ୍ର

Strikingly strange or unusual.

An exotic hair style.
Protons, neutrons, electrons and all their exotic variants.
The exotic landscape of a dead planet.
exotic

ଅର୍ଥ : ଜିଜ୍ଞାସା ଉତ୍ପନ୍ନ କରିବା ଲୋକ

ଉଦାହରଣ : ମୋ ସହିତ ଗୋଟିଏ ବିଚିତ୍ର ଘଟଣା ଘଟିଲା

ସମକକ୍ଷ : ଅଦ୍ଭୁତ, ଜିଜ୍ଞାସାଜନକ, ବିଚିତ୍ର, ବିସ୍ମୟକାରକକୌତୁହଳଜନକ, ବିସ୍ମୟକାରୀ, ବିସ୍ମୟଜନକ