ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଚିତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଚିତ୍ର   ବିଶେଷ୍ୟ

ଅର୍ଥ : କୌଣସି ବିଚିତ୍ର ଜିନିଷ ବା କଥା

ଉଦାହରଣ : ଏହି ସଂଗ୍ରହାଳୟରେ ଅନେକ ଆଶ୍ଚର୍ୟଜନକ ଜିନିଷ ରହିଛି

ସମକକ୍ଷ : ଅଜବ, ଆଶ୍ଚର୍ୟଜନକ

विचित्र चीज़ या बात।

यह संग्रहालय अजायबों से भरा हुआ है।
अजायब

Something that causes feelings of wonder.

The wonders of modern science.
marvel, wonder

ଅର୍ଥ : ବିଲକ୍ଷଣ ପ୍ରାଣୀ ବା ପଦାର୍ଥ

ଉଦାହରଣ : ଆଜି ମୁଁ ଏକ ବିଚିତ୍ର ଦେଖିଲି

ସମକକ୍ଷ : ଅଦ୍ଭୁତ, ଆଶ୍ଚଯ୍ୟ

विलक्षण प्राणी या पदार्थ।

आज हमने एक अजूबा देखा।
अजूबा

Something that causes feelings of wonder.

The wonders of modern science.
marvel, wonder

ବିଚିତ୍ର   ବିଶେଷଣ

ଅର୍ଥ : ଯାହା ବିଶେଷ ଲକ୍ଷଣଯୁକ୍ତ

ଉଦାହରଣ : ମତ୍ସ୍ୟ୍ୟକନ୍ୟା ଏକ ବିଲକ୍ଷଣ ଜୀବ

ସମକକ୍ଷ : ଅଜବ, ଅଦ୍ଭୁତ, ଅଦ୍ଭୁତପୂର୍ବ, ଅପୂର୍ବ, ଅଲୌକିକ, ଆଶ୍ଚର୍ଯ୍ୟଜନକ, ବିଲକ୍ଷଣ

Strikingly strange or unusual.

An exotic hair style.
Protons, neutrons, electrons and all their exotic variants.
The exotic landscape of a dead planet.
exotic

ଅର୍ଥ : ଜିଜ୍ଞାସା ଉତ୍ପନ୍ନ କରିବା ଲୋକ

ଉଦାହରଣ : ମୋ ସହିତ ଗୋଟିଏ ବିଚିତ୍ର ଘଟଣା ଘଟିଲା

ସମକକ୍ଷ : ଅଦ୍ଭୁତ, ଜିଜ୍ଞାସାଜନକ, ବିଲକ୍ଷଣ, ବିସ୍ମୟକାରକକୌତୁହଳଜନକ, ବିସ୍ମୟକାରୀ, ବିସ୍ମୟଜନକ