ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିରାଗୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିରାଗୀ   ବିଶେଷ୍ୟ

ଅର୍ଥ : ସାଂସାରିକ ବସ୍ତୁ ତଥା ସୁଖପ୍ରତି ଅନୁରାଗ ବା ଆସକ୍ତି ସଂପୂର୍ଣ୍ଣରୂପେ ତ୍ୟାଗ କରିଥିବା ବ୍ୟକ୍ତି

ଉଦାହରଣ : ବୈରାଗୀଙ୍କ ଦର୍ଶନପାଇଁ ଭିଡ଼ ହେଲା

ସମକକ୍ଷ : ବୈରାଗୀ, ସନ୍ୟାସୀ

वह जिसने सांसारिक वस्तुओं तथा सुखों के प्रति राग अथवा आसक्ति बिलकुल छोड़ दी हो।

बैरागी जी के दर्शन के लिए भीड़ उमड़ पड़ी।
अरिहन, बैरागी, विरागी, वीतराग, वैरागी, संन्यासी, सन्नासी, सन्यासी

Someone who practices self denial as a spiritual discipline.

abstainer, ascetic

ଅର୍ଥ : ବୈଷ୍ଣବ ମତକୁ ମାନୁଥିବା ସାଧୁ

ଉଦାହରଣ : ଗାଁ ବାହାର ମନ୍ଦିରରେ ଜଣେ ବୈରାଗୀ ରହନ୍ତି

ସମକକ୍ଷ : ବୈରାଗୀ, ବୈଷ୍ଣବ ସାଧୁ

एक प्रकार के वैष्णव साधु।

गाँव के बाहर मंदिर में एक बैरागी रहते हैं।
बैरागी, वैरागी