ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିମୋଚନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିମୋଚନ   ବିଶେଷ୍ୟ

ଅର୍ଥ : କୌଣସି ପ୍ରକାର ନିୟନ୍ତ୍ରଣ,ସୀମା ଆଦିରୁ ଅଲଗା ବା ବାହାର କରିବାର କ୍ରିୟା

ଉଦାହରଣ : ଅର୍ଜୁନଙ୍କ ଧନୁରୁ ଶର ବିମୋଚନ ଶତ୍ରୁମାନଙ୍କ ହୃଦୟରେ ଭୟ ସୃଷ୍ଟି କରିଦିଏ

ସମକକ୍ଷ : ଛୁଟାଣ

किसी प्रकार के नियंत्रण, सीमा आदि से अलग या बाहर करने की क्रिया।

अर्जुन के धनुष से बाण का विमोचन शत्रुओं के हृदय में भय पैदा कर देता था।
विमोचन

Something that people do or cause to happen.

act, deed, human action, human activity

ଅର୍ଥ : ଯାନ ଟାଣୁଥିବା ପଶୁଙ୍କୁ ଯାନରୁ ଖୋଲିବାର କ୍ରିୟା

ଉଦାହରଣ : ଗାଡି ବା ରଥରୁ ଘୋଡା ବା ବଳଦଗୁଡିଙ୍କୁ ଫିଟାଣ ପରେ ସେମାନଙ୍କୁ ଦାନା ପାଣି ଦେବା ଆବଶ୍ୟକ

ସମକକ୍ଷ : ଫିଟାଣ

सवारी में से खींचने वाले जानवर को खोलने की क्रिया।

गाड़ी या रथ में से घोड़ों या बैलों के विमोचन के बाद उन्हें दाना पानी देना चाहिए।
विमोचन

Something that people do or cause to happen.

act, deed, human action, human activity

ଅର୍ଥ : କୌଣସି ବସ୍ତୁକୁ ବିକ୍ରି ବା ସାର୍ବଜନିକ ପ୍ରଦର୍ଶନ ନିମନ୍ତେ ବିତରିତ ବା ପ୍ରକାଶିତ କରିବାର କ୍ରିୟା

ଉଦାହରଣ : ସେ ନିଜ ତୃତୀୟ ପୁସ୍ତକର ଉଦ୍‌ଘାଟନ ନିମନ୍ତେ ଦିଲ୍ଲୀ ଯାଇଛନ୍ତି

ସମକକ୍ଷ : ଉଦ୍‌ଘାଟନ

किसी वस्तु को बिक्री या सार्वजनिक प्रदर्शन के लिए वितरित या प्रकाशित करने की क्रिया।

वे अपनी तीसरी पुस्तक के विमोचन के लिए दिल्ली गए हैं।
विमोचन

Something that people do or cause to happen.

act, deed, human action, human activity