ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଦ୍‌ଘାଟନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଦ୍‌ଘାଟନ   ବିଶେଷ୍ୟ

ଅର୍ଥ : କୌଣସି ବଡ଼ ସମାରୋହ, ସମ୍ମିଳନଆଦିର ମହତ୍ୱ ଓ ଗୌରବ ବଢ଼ାଇବା ନିମନ୍ତେ କୌଣସି ବିଶିଷ୍ଟ ଲୋକଙ୍କଦ୍ୱାରା ସେହି କାର୍ଯ୍ୟର ଶୁଭାରମ୍ଭ କ୍ରିୟା

ଉଦାହରଣ : ଏହି ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ ମହାମହିମ ରାଷ୍ଟ୍ରପତି ମହୋଦୟ କରିବେ

किसी बड़े समारोह,सम्मेलन आदि का महत्व और गौरव बढ़ाने के लिए किसी बड़े आदमी के द्वारा उसके कार्य का शुभारम्भ किए जाने की क्रिया।

इस विश्वविद्यालय का उद्घाटन महामहिम राष्ट्रपतिजी करेंगे।
उद्घाटन

The act of starting a new operation or practice.

He opposed the inauguration of fluoridation.
The startup of the new factory was delayed by strikes.
inauguration, startup

ଅର୍ଥ : କୌଣସି ବସ୍ତୁକୁ ବିକ୍ରି ବା ସାର୍ବଜନିକ ପ୍ରଦର୍ଶନ ନିମନ୍ତେ ବିତରିତ ବା ପ୍ରକାଶିତ କରିବାର କ୍ରିୟା

ଉଦାହରଣ : ସେ ନିଜ ତୃତୀୟ ପୁସ୍ତକର ଉଦ୍‌ଘାଟନ ନିମନ୍ତେ ଦିଲ୍ଲୀ ଯାଇଛନ୍ତି

ସମକକ୍ଷ : ବିମୋଚନ

किसी वस्तु को बिक्री या सार्वजनिक प्रदर्शन के लिए वितरित या प्रकाशित करने की क्रिया।

वे अपनी तीसरी पुस्तक के विमोचन के लिए दिल्ली गए हैं।
विमोचन

Something that people do or cause to happen.

act, deed, human action, human activity