ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିବାଦରହିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିବାଦରହିତ   ବିଶେଷଣ

ଅର୍ଥ : ଯେଉଁଥିରେ ବିବାଦ ବା ଝଗଡ଼ା ନ ଥାଏ

ଉଦାହରଣ : ସୂର୍ଯ୍ୟ ସ୍ଥିର ଏହା ଏକ ନିର୍ବିବାଦ ସତ୍ୟ ଘରବଣ୍ଟା ନିର୍ବିବାଦ ସମ୍ପନ୍ନ ହେଲା

ସମକକ୍ଷ : ନିର୍ବିବାଦ, ବିବାଦହୀନ

जिसमें कोई विवाद या झगड़े की बात न हो।

यह निर्विवाद सत्य है कि सूर्य स्थिर है।
घर का बँटवारा निर्विवाद संपन्न हो गया।
अविवाद, अविवादास्पद, अविवादित, निर्विवाद, निर्विवादित, प्रवृत्त, विवादरहित, विवादहीन, विवादातीत