ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିନ୍ଦୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିନ୍ଦୁ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁଉପରେ ହୋଇଥିବା ଛୋଟ ଗୋଲ ଚିହ୍ନ

ଉଦାହରଣ : ଏହି ଲୁଗା ଉପରେ ରଙ୍ଗୀନ ବିନ୍ଦୁଗୁଡ଼ିକ ଭଲ ଲାଗୁଛି

ସମକକ୍ଷ : ଟୋପା, ଡଟ୍‌

किसी वस्तु पर बना या पड़ा हुआ छोटा गोल चिन्ह।

इस कपड़े पर की रंगीन बुँदकियाँ अच्छी लग रही हैं।
बुँदकी

A very small circular shape.

A row of points.
Draw lines between the dots.
dot, point

ଅର୍ଥ : (ରେଖାଗଣିତରେ ଅଙ୍କିତ କରାଯାଇଥିବା) ଏକ ଛୋଟ ଗୋଲ ଦାଗ ଯାହା କୌଣସି ସ୍ଥାନକୁ ନିର୍ଦ୍ଦେଶ କରୁଥିଲେ ହେଁ ସେଥିରେ ଲମ୍ବ ଓ ଓସାର ସମ୍ପର୍କିତ ମାପର ଗୁରୁତ୍ୱ ନଥାଏ ଏବଂ ତାହାର ବିଭାଗ କରିହୁଏନାହିଁ

ଉଦାହରଣ : ପିଲାଟି ବିନ୍ଦୁଗୁଡ଼ିକୁ ଯୋଡ଼ି ଏକ ହାତୀର ଚିତ୍ର ବନେଇଦେଲା

ସମକକ୍ଷ : ବିଂଦୁ

रेखागणित में, वह छोटा गोल धब्बा जो किसी स्थान का निर्देश तो करता है पर न तो उसमें लम्बाई, चौड़ाई का होना माना जाता है और न जिसका विभाग हो सकता है।

बच्चे ने खेल-खेल में बिंदुओं को मिलाकर हाथी का चित्र बना दिया।
नुकता, नुक़ता, नुक़्ता, नुक्ता, पॉइंट, पॉइन्ट, प्वाइंट, प्वाइन्ट, बिंदी, बिंदु, बिन्दी, बिन्दु, विंदु, विन्दु, शून्य

A geometric element that has position but no extension.

A point is defined by its coordinates.
point

ଅର୍ଥ : ପାର୍ଶୀ ଲିପିରେ ବର୍ଣ୍ଣଗୁଡ଼ିକର ଉପରେ ବା ତଳେ ଲାଗୁଥିବା ବିନ୍ଦୁ

ଉଦାହରଣ : ନୁକ୍ତା ଗୋଟିଏ,ଦୁଇଟି ବା ତିନୋଟି ହୋଇପାରେ

ସମକକ୍ଷ : ନୁକ୍ତା

फारसी लिपी में वर्णों के ऊपर या नीचे लगने वाला बिंदु।

नुक़्ते एक, दो या तीन हो सकते हैं।
नुकता, नुक़ता, नुक़्ता, नुक्ता, बिंदी, बिंदु, बिन्दी, बिन्दु, विंदु, विन्दु

ଅର୍ଥ : କୌଣସି ବସ୍ତୁର କୌଣସି ନିର୍ଦ୍ଦିଷ୍ଟ ସ୍ଥାନ

ଉଦାହରଣ : ଆପଣ ଏହି ବିନ୍ଦୁ ଉପରେ ଛିଡା ହୋଇ ସହରକୁ ଅନୁଧ୍ୟାନ କରି ପାରିବେ

ସମକକ୍ଷ : ବିଂଦୁ

किसी वस्तु का कोई सटीक स्थान।

आप इस बिंदु पर खड़े होकर शहर का मुआइना कर सकते हैं।
बिंदु, बिन्दु