ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନୁକ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନୁକ୍ତା   ବିଶେଷ୍ୟ

ଅର୍ଥ : ପାର୍ଶୀ ଲିପିରେ ବର୍ଣ୍ଣଗୁଡ଼ିକର ଉପରେ ବା ତଳେ ଲାଗୁଥିବା ବିନ୍ଦୁ

ଉଦାହରଣ : ନୁକ୍ତା ଗୋଟିଏ,ଦୁଇଟି ବା ତିନୋଟି ହୋଇପାରେ

ସମକକ୍ଷ : ବିନ୍ଦୁ

फारसी लिपी में वर्णों के ऊपर या नीचे लगने वाला बिंदु।

नुक़्ते एक, दो या तीन हो सकते हैं।
नुकता, नुक़ता, नुक़्ता, नुक्ता, बिंदी, बिंदु, बिन्दी, बिन्दु, विंदु, विन्दु

ଅର୍ଥ : ମାଛିମାନଙ୍କ ଦାଉରୁ ଘୋଡାମାନଙ୍କ ଆଖିକୁ ରକ୍ଷା କରିବାପାଇଁ ବନ୍ଧା ଯାଉଥିବା ଝାଲର

ଉଦାହରଣ : ସଇସ ଘୋଡାର ଆଖି ଉପରେ ତିହ୍ଲରୀ ବାନ୍ଧୁଛି

ସମକକ୍ଷ : ତିହ୍ଲରୀ, ନୁକତା

घोड़ों की आँखों पर उन्हें मक्खियों से बचाने के लिए बाँधा जाने वाला आच्छाद।

साईस घोड़े की आँखों पर तिल्हरी बाँध रहा है।
तिल्हरी, नुकता, नुक़ता, नुक़्ता, नुक्ता

An artifact that covers something else (usually to protect or shelter or conceal it).

covering