ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଦିଶା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଦିଶା   ବିଶେଷ୍ୟ

ଅର୍ଥ : ଚାରିଦିଗମାନଙ୍କ ମଝିର ପ୍ରତ୍ୟେକ କୋଣ

ଉଦାହରଣ : ଉପଦିଗମାନଙ୍କ ସଂଖ୍ୟା ଚାରି

ସମକକ୍ଷ : ଅନ୍ତର୍ଦିଗ, ଅନ୍ତର୍ଦିଶା, ଉପଦିଗ, ଉପଦିଶା, ବିଦିକ୍, ବିଦିଗ

चारों दिशाओं के बीच का प्रत्येक कोण।

उपदिशाएँ चार होती हैं।
अंतर्दिशा, उपदिशा, कोण दिशा, विदिश्

The spatial relation between something and the course along which it points or moves.

He checked the direction and velocity of the wind.
direction

ଅର୍ଥ : ମଧ୍ୟ ପ୍ରଦେଶର ଏକ ଜିଲ୍ଲା

ଉଦାହରଣ : ବିଦିଶା ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ବିଦିଶାରେ ଅବସ୍ଥିତ

ସମକକ୍ଷ : ବିଦିଶା ଜିଲ୍ଲା

भारत के मध्य प्रदेश राज्य का एक जिला।

विदिशा जिले का मुख्यालय विदिशा में है।
विदिशा, विदिशा ज़िला, विदिशा जिला

A region marked off for administrative or other purposes.

district, dominion, territorial dominion, territory

ଅର୍ଥ : ମଧ୍ୟ ପ୍ରଦେଶର ଏକ ସହର

ଉଦାହରଣ : ଆଜି ବିଦିଶାର ମହାବିଦ୍ୟାଳୟରେ ଦୀକ୍ଷାନ୍ତ ସମାରୋହ ହେଉଛି

ସମକକ୍ଷ : ବିଦିଶା ସହର

भारत के मध्य प्रदेश राज्य का एक शहर।

आज विदिशा के महाविद्यालय में दीक्षांत समारोह है।
विदिशा, विदिशा शहर