ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଦାରକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଦାରକ   ବିଶେଷଣ

ଅର୍ଥ : ମନକୁ ଅଧିକ କଷ୍ଟ ପହଞ୍ଚାଉଥିବା

ଉଦାହରଣ : ହତ୍ୟାଭଳି ହୃଦୟ ବିଦାରକ ଘଟଣାସବୁ ଆଜିକାଲି ସାଧାରଣ ହୋଇଗଲାଣି

ସମକକ୍ଷ : କରୁଣ, ଦାରୁଣ, ମର୍ମଘାତୀ, ମର୍ମଭେଦୀ, ମର୍ମାନ୍ତକ, ମାର୍ମିକ, ହୃଦୟ ବିଦାରକ

मन को बहुत अधिक कष्ट पहुँचानेवाला।

हत्या जैसी हृदय-विदारक घटनाएँ आजकल आम हो गयी हैं।
अंतःशल्य, अन्तःशल्य, मर्मघाती, मर्मभेदी, मार्मिक, हृदय भंजक, हृदय विदारक, हृदय-विदारक

Keenly distressing to the mind or feelings.

Poignant anxiety.
poignant

ଅର୍ଥ : ଯାହା ଫଟାଇଦିଏ

ଉଦାହରଣ : ପୁଅର ମୃତ୍ୟୁଭଳି ହୃଦୟ ବିଦାରକ ସୂଚନାପାଇ ସେ ବେହୋସ ହୋଇଗଲେ

फाड़ने वाला (इस शब्द के पहले संज्ञा शब्द आता है)।

बेटे की मौत जैसी हृदय विदारक सूचना पाकर वह बेहोश हो गई।
हल भूमि विदारक औज़ार है।
अवदारक, विदारक

Causing great physical or mental suffering.

A wrenching pain.
racking, wrenching