ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହୃଦୟ ବିଦାରକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହୃଦୟ ବିଦାରକ   ବିଶେଷଣ

ଅର୍ଥ : ମନକୁ ଅଧିକ କଷ୍ଟ ପହଞ୍ଚାଉଥିବା

ଉଦାହରଣ : ହତ୍ୟାଭଳି ହୃଦୟ ବିଦାରକ ଘଟଣାସବୁ ଆଜିକାଲି ସାଧାରଣ ହୋଇଗଲାଣି

ସମକକ୍ଷ : କରୁଣ, ଦାରୁଣ, ବିଦାରକ, ମର୍ମଘାତୀ, ମର୍ମଭେଦୀ, ମର୍ମାନ୍ତକ, ମାର୍ମିକ

मन को बहुत अधिक कष्ट पहुँचानेवाला।

हत्या जैसी हृदय-विदारक घटनाएँ आजकल आम हो गयी हैं।
अंतःशल्य, अन्तःशल्य, मर्मघाती, मर्मभेदी, मार्मिक, हृदय भंजक, हृदय विदारक, हृदय-विदारक

Keenly distressing to the mind or feelings.

Poignant anxiety.
poignant