ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଗାଡ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଗାଡ଼ିବା   କ୍ରିୟାପଦ

ଅର୍ଥ : ନୀତି ପଥରୁ ଭ୍ରଷ୍ଟ କରିବା

ଉଦାହରଣ : ସେ ମୋ ଛୁଆକୁ ଖରାପ କରିଦେଲା

ସମକକ୍ଷ : ଖରାପ କରିବା

ଅର୍ଥ : କୌଣସି ବସ୍ତୁକୁ ତିଆରି କରିବା ସମୟରେ ଏଭଳି ଦୋଷ ଉତ୍ପନ୍ନ କରିବା ଯେପରିକି ତାହା ଠିକ ହେବନାହିଁ

ଉଦାହରଣ : ଦର୍ଜୀ ମୋର ଡ୍ରେସ ଖରାପ କରିଦେଲା

ସମକକ୍ଷ : ଖରାପ କରିବା

किसी वस्तु को बनाते समय ऐसा दोष उत्पन्न करना कि वह ठीक न बने।

दर्जी ने मेरा ड्रेस बिगाड़ दिया।
खराब करना, ख़राब करना, बिगाड़ना

Alter from the original.

corrupt, spoil

ଅର୍ଥ : ଖରାପ ଅବସ୍ଥାକୁ ଆଣିବା

ଉଦାହରଣ : ରଞ୍ଜନ ମୋ ଘଣ୍ଟାକୁ ଖରାପ କରିଦେଲା

ସମକକ୍ଷ : ଖରାପ କରିବା

बुरी दशा में लाना।

रंजन ने मेरी घड़ी बिगाड़ दी।
खराब करना, ख़राब करना, घालना, बिगाड़ना

ଅର୍ଥ : କୌଣସି ପଦାର୍ଥର ସ୍ୱାଭାବିକ ଗୁଣ ଅଥବା ସ୍ୱଭାବରେ ବିକାର ଉତ୍ପନ୍ନ କରିବା

ଉଦାହରଣ : କ୍ରୋଧିଁ ତାର ଚେହେରାକୁ ହିଁ ଖରାପ କରିଦେଲା

ସମକକ୍ଷ : ଖରାପ କରିବା

किसी पदार्थ के स्वाभाविक गुण अथवा स्वभाव में विकार उत्पन्न करना।

जलन वश उसने उसका चेहरा ही बिगाड़ दिया।
खराब करना, ख़राब करना, बिगाड़ना

Inflict damage upon.

The snow damaged the roof.
She damaged the car when she hit the tree.
damage

ଅର୍ଥ : ଖରାପ ଅଭ୍ୟାସ ଲଗାଇବା

ଉଦାହରଣ : ସଙ୍ଗତି ପ୍ରାୟଶଃ ବହୁତଙ୍କୁ ଖରାପ କରେ

ସମକକ୍ଷ : ଖରାପ କରିବା

बुरी आदत लगाना।

संगति अकसर बहुतों को बिगाड़ती है।
खराब करना, ख़राब करना, बिगाड़ना