ଅର୍ଥ : କୌଣସି ବସ୍ତୁକୁ ତିଆରି କରିବା ସମୟରେ ଏଭଳି ଦୋଷ ଉତ୍ପନ୍ନ କରିବା ଯେପରିକି ତାହା ଠିକ ହେବନାହିଁ
ଉଦାହରଣ :
ଦର୍ଜୀ ମୋର ଡ୍ରେସ ଖରାପ କରିଦେଲା
ସମକକ୍ଷ : ବିଗାଡ଼ିବା
ଅର୍ଥ : କୌଣସି ପଦାର୍ଥର ସ୍ୱାଭାବିକ ଗୁଣ ଅଥବା ସ୍ୱଭାବରେ ବିକାର ଉତ୍ପନ୍ନ କରିବା
ଉଦାହରଣ :
କ୍ରୋଧିଁ ତାର ଚେହେରାକୁ ହିଁ ଖରାପ କରିଦେଲା
ସମକକ୍ଷ : ବିଗାଡ଼ିବା