ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାହାଦୂର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାହାଦୂର   ବିଶେଷଣ

ଅର୍ଥ : ସାହସ ରଖିବାଲୋକ ବା ଯାହାଠାରେ ସହାସ ଅଛି

ଉଦାହରଣ : ସାହସୀ ବ୍ୟକ୍ତି ନିଜ ସାହସଦ୍ୱାରା ବଡ଼ରୁବଡ଼ କାମ କରିଦେଖାଏ

ସମକକ୍ଷ : ସାହସୀ

साहस रखनेवाला या जिसमें साहस हो।

साहसी व्यक्ति अपने साहस द्वारा बड़े से बड़ा काम कर दिखाता है।
अमनैक, दिलचला, दिलवाला, दिलावर, दिलेर, धौंताल, प्रगल्भ, बहादुर, साहसी, हिम्मती, हृदयिक, हृदयी

ଅର୍ଥ : ଯେ ବୀରପୂର୍ବକ କୌଣସି କାମ କରେ

ଉଦାହରଣ : ବୀର ବ୍ୟକ୍ତି କୌଣସି କାମରେ ପଛଘୁଞ୍ଚା ଦିଏନାହିଁ

ସମକକ୍ଷ : ପରାକ୍ରମୀ, ବଳବାନ, ବୀର, ଶୂର, ଶୂରବୀର