ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରାକ୍ରମୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରାକ୍ରମୀ   ବିଶେଷ୍ୟ

ଅର୍ଥ : ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୋଟିଏ ଗ୍ରହର ଅନ୍ୟ ଗ୍ରହ ଉପରେ ପରାକ୍ରମୀ ହେବାର ପ୍ରକ୍ରିୟା

ଉଦାହରଣ : ଜ୍ୟୋତିଷ ପରାକ୍ରମୀ ଗ୍ରହ ବିଷୟରେ ଜଣାଉଛନ୍ତି

ज्योतिष में, एक ग्रह का दूसरे ग्रह से प्रबल होने की क्रिया।

ज्योतिष आक्रंद की जानकारी दे रहा है।
आक्रंद, आक्रन्द

ପରାକ୍ରମୀ   ବିଶେଷଣ

ଅର୍ଥ : ଯାହାଙ୍କଠାରେ ବିକ୍ରମ ବା ବୀରତ୍ୱ ଅଛି

ଉଦାହରଣ : ସୋହନ ଜଣେ ପରାକ୍ରମୀ ବ୍ୟକ୍ତି

ସମକକ୍ଷ : ବିକ୍ରମୀ

जिसमें विक्रम या वीरता हो।

सोहन एक विक्रमी व्यक्ति है।
बिक्रमी, विक्रमी, वैक्रमीय

ଅର୍ଥ : ଯେ ବୀରପୂର୍ବକ କୌଣସି କାମ କରେ

ଉଦାହରଣ : ବୀର ବ୍ୟକ୍ତି କୌଣସି କାମରେ ପଛଘୁଞ୍ଚା ଦିଏନାହିଁ

ସମକକ୍ଷ : ବଳବାନ, ବାହାଦୂର, ବୀର, ଶୂର, ଶୂରବୀର