ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଲ୍ୟଗ୍ରଂଥି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଲ୍ୟଗ୍ରଂଥି   ବିଶେଷ୍ୟ

ଅର୍ଥ : ଗଳାର ତଳ ଭାଗରେ ଥିବା ଏକ ବାହିନୀବିହୀନ ଗ୍ରନ୍ଥି

ଉଦାହରଣ : ଥାଇମସରୁ ସ୍ରାବିତ ଲସିକାକୋଶିକା ରୋଗକ୍ଷମତା ବଢ଼ାଇବାରେ ସହାୟକ ହୁଏ

ସମକକ୍ଷ : ଥାଇମସ, ଥାଇମସ୍ ଗ୍ରନ୍ଥି

गले के निचले भाग में स्थित एक वाहिनीविहीन ग्रंथि।

थाइमस से स्रावित लसीकाकोशिका रोगक्षमता को बढ़ाने में सहायक होती है।
थाइमस, थाइमस ग्रंथि, थाइमस ग्रन्थि, थाइमसग्रंथि, थाइमसग्रन्थि, बाल्यग्रंथि, बाल्यग्रन्थि

A ductless glandular organ at the base of the neck that produces lymphocytes and aids in producing immunity. Atrophies with age.

thymus, thymus gland