ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାନପ୍ରସ୍ଥୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାନପ୍ରସ୍ଥୀ   ବିଶେଷ୍ୟ

ଅର୍ଥ : ବାନପ୍ରସ୍ଥ ଆଶ୍ରମରେ ଜୀବନ ନିର୍ବାହ କରୁଥିବା ବ୍ୟକ୍ତି

ଉଦାହରଣ : ବାନପ୍ରସ୍ଥୀର ମନ ଧୀରେଧୀରେ ଈଶ୍ୱର ସାଧନାରେ ମଗ୍ନ ହେବାକୁ ଲାଗିଲା

ସମକକ୍ଷ : ବାନପ୍ରସ୍ଥ ଅବଲମ୍ବନକାରୀ

वानप्रस्थ आश्रम में जीवन व्यतीत करने वाला व्यक्ति।

वानप्रस्थी का मन धीरे-धीरे ईश्वर साधना में लगने लगा था।
वानप्रस्थ, वानप्रस्थी

One retired from society for religious reasons.

anchorite, hermit

ବାନପ୍ରସ୍ଥୀ   ବିଶେଷଣ

ଅର୍ଥ : ଯେ ବାନପ୍ରସ୍ଥ ଆଶ୍ରମରେ ପ୍ରବେଶ କରି ଯାଇଛି

ଉଦାହରଣ : ବାନପ୍ରସ୍ଥୀ ସନ୍ଥଙ୍କ ଆଗମନ ଆମ ଗାଁକୁ ହେଉଛି

ସମକକ୍ଷ : ବାନପ୍ରସ୍ଥାଶ୍ରମୀ

जो वानप्रस्थ आश्रम में प्रवेश कर गया हो।

वानप्रस्थी राजा को वापस लाने की कोशिशें की जा रही हैं।
वानप्रस्थाश्रमी, वानप्रस्थी

Of or relating to or befitting eremites or their practices of hermitic living.

Eremitic austerities.
eremitic, eremitical