ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଧ୍ୟବାଧକତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଧ୍ୟବାଧକତା   ବିଶେଷ୍ୟ

ଅର୍ଥ : ନାଚାର ହେବାର ଅବସ୍ଥା ବା ଭାବ

ଉଦାହରଣ : ବେଳେବେଳେ ନିରୁପାୟତା ଯୋଗୁଁ ଲୋକ ଖରାପ କାମ ବି କରିଥାନ୍ତି

ସମକକ୍ଷ : ଅସହାୟତା, ନାଚାରଭାବ, ନିରୁପାୟତା

मजबूर होने की अवस्था या भाव।

कभी-कभी मज़बूरी में लोग गलत काम भी कर जाते हैं।
अनीशत्व, ज़िच, ज़िच्च, जिच, जिच्च, बाध्यता, बेबसी, मजबूरी, मज़बूरी, लचारी, लाचारगी, लाचारी, विवशता, वैवश्य

A feeling of being unable to manage.

helplessness

ବାଧ୍ୟବାଧକତା   କ୍ରିୟା ବିଶେଷଣ

ଅର୍ଥ : ଅପ୍ରସନ୍ନତା ସହିତ

ଉଦାହରଣ : ଶ୍ୟାମ ବାଧ୍ୟବାଧକତାରେ ବାପାଙ୍କଦ୍ୱାରା ଦିଆଯାଇଥିବା କାମ କରୁଥିଲା

ସମକକ୍ଷ : ଅପ୍ରସନ୍ନତା ପୂର୍ବକ, ଇଚ୍ଛା ବିରୋଧରେ, ବିନାଖୁସିରେ

अप्रसन्नता के साथ।

श्याम पिताजी द्वारा बताए हुए काम को नाराजगी से कर रहा था।
अप्रसन्नतापूर्वक, नाख़ुशी से, नाराजगी से, नाराजगीपूर्वक, नाराज़गी से, नाराज़गीपूर्वक

In an unpleasant way.

They were unhappily married.
unhappily

ଅର୍ଥ : ନ ଚାହିଁଲେ ବି

ଉଦାହରଣ : ବାଧ୍ୟବାଧକତାରେ ମୋତେ ଏହି କାମ କରିବାକୁ ପଡ଼ିଲା

ସମକକ୍ଷ : ଅନିଚ୍ଛା, ନାଚାରହୋଇ

न चाहते हुए भी।

मजबूरन मुझे यह काम करना ही पड़ा।
अंततोगत्वा, अनचाहे, चारनाचार, बरबस, मजबूरन, विवश होकर, विवशतः