ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସହାୟତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସହାୟତା   ବିଶେଷ୍ୟ

ଅର୍ଥ : ଅସହାୟ ହେବାର ଅବସ୍ଥା

ଉଦାହରଣ : ଭିକାରୀକୁ ଦେଖି ତାର ଅସହାୟତା ବିଷୟରେ ଅନୁମାନ କରିହେଉଥିଲା

यतीम होने की दशा या भाव।

भिखारी को देखकर ही उसकी यतीमी का अनुमान लगाया जा सकता था।
अनाथपन, बेकसी, यतीमी

The condition of being a child without living parents.

His early orphanage shaped his character as an adult.
orphanage, orphanhood

ଅର୍ଥ : ଅସହାୟ ହେବାର ଅବସ୍ଥା ବା ଭାବ

ଉଦାହରଣ : ଗରିବ ପିଲାମାନଙ୍କ ଅସହାୟତାରୁ ଲାଭ ଉଠାଇବା ଭଳି କିଛି ଭୁଲ କରିବା ଉଚିତ ନୁହେଁ

ସମକକ୍ଷ : ନିଃସହାୟତା, ନିରାଶ୍ରୟତା

असहाय होने की अवस्था या भाव।

गरीब बच्चों की असहायता का लाभ उठाने से कोई नहीं चूकता।
अनाश्रयता, अनाश्रितता, असहायता, असहायत्व, असहायपन, निःसहायता, निराश्रयता, निराश्रितता, निस्सहायता, निस्सहायपन

ଅର୍ଥ : ନାଚାର ହେବାର ଅବସ୍ଥା ବା ଭାବ

ଉଦାହରଣ : ବେଳେବେଳେ ନିରୁପାୟତା ଯୋଗୁଁ ଲୋକ ଖରାପ କାମ ବି କରିଥାନ୍ତି

ସମକକ୍ଷ : ନାଚାରଭାବ, ନିରୁପାୟତା, ବାଧ୍ୟବାଧକତା

मजबूर होने की अवस्था या भाव।

कभी-कभी मज़बूरी में लोग गलत काम भी कर जाते हैं।
अनीशत्व, ज़िच, ज़िच्च, जिच, जिच्च, बाध्यता, बेबसी, मजबूरी, मज़बूरी, लचारी, लाचारगी, लाचारी, विवशता, वैवश्य

A feeling of being unable to manage.

helplessness