ଅର୍ଥ : ଫସଲକୁ କ୍ଷତି ପହଞ୍ଚାଉଥିବା ଏକ ପୋକ
ଉଦାହରଣ :
ବାଙ୍କିଆ ପୋକ ମୁଖ୍ୟତଃ ଧାନ ଫସଲର କ୍ଷତି କରେ
ସମକକ୍ଷ : ବାଙ୍କିଆ ପୋକ
ଅର୍ଥ : ଲୁହାରେ ତିଆରି ଏକ ହତିଆର
ଉଦାହରଣ :
ସେ ହାତରେ ବାଙ୍କିଆ ଧରି ଜଙ୍ଗଲକୁ ଯାଉଥିଲା
ଅର୍ଥ : ଗୋଟିଏ ପ୍ରକାର ଚୁଡ଼ି
ଉଦାହରଣ :
ବାଙ୍କିଆ ଚଉଡ଼ା ହୋଇଥାଏ
ଅର୍ଥ : ଏକ ପ୍ରକାର ଅଳଙ୍କାର
ଉଦାହରଣ :
ବାହୁରେ ବାଙ୍କିଆ ପିନ୍ଧାଯାଏ
ଅର୍ଥ : ଏକ ପ୍ରକାର ପାଦ ଅଳଙ୍କାର
ଉଦାହରଣ :
ଶୀଲା ବାଙ୍କିଆ ପିନ୍ଧିଛି