ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଗୀଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଗୀଶ   ବିଶେଷ୍ୟ

ଅର୍ଥ : ଯେ ବହୁତ ଭଲ କହେ ବା ଯେ କୌଣସି ଭାଷରେ ଜ୍ଞାନୀ

ଉଦାହରଣ : ପଣ୍ଡିତ ମହେଶଚନ୍ଦ୍ରଙ୍କ ପାଣ୍ଡିତ୍ୟଯୋଗୁଁ ହିଁ ତାଙ୍କୁ ବାଗ୍ମୀ କୁହାଯାଏ

ସମକକ୍ଷ : ବାକ୍‌ପଟୁ, ବାଗୀଶ୍ୱର, ବାଗ୍ମୀ, ବାଗ୍‌ବିଶାରଦ

वह जो बहुत अच्छा बोलता हो या किसी भाषा का अच्छा ज्ञाता।

पंडित महेशजी के पांडित्य के कारण ही उनको वागीश कहा जाता है।
वागीश, वागीश्वर