ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଇଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଇଶ   ବିଶେଷ୍ୟ

ଅର୍ଥ : କୌଣସି ଇଂରେଜୀ ମାସର ଦ୍ୱାବିଂଶତିତମ ଦିନରେ ପଡୁଥିବା ତାରିଖ

ଉଦାହରଣ : ଏମାସ ବାଇଶରୁ ତିରିଶ ପର୍ଯ୍ୟନ୍ତ ମୋର ଛୁଟି

ସମକକ୍ଷ : ବାଇଶ ତାରିଖ

ଅର୍ଥ : ବାଇଶ ବର୍ଷର ଆୟୁ ବା ଗଣନାରେ ବାଇଶତମ ସ୍ଥାନରେ ଆସୁଥିବା ବର୍ଷ

ଉଦାହରଣ : ତାକୁ ଏବର୍ଷ ବାଇଶ ହେଲା

ସମକକ୍ଷ : ବାଇଶବର୍ଷ

A period of time occupying a regular part of a calendar year that is used for some particular activity.

A school year.
year

ବାଇଶ   ବିଶେଷଣ

ଅର୍ଥ : କୋଡ଼ିଏ ଏବଂ ଦୁଇ

ଉଦାହରଣ : କାବ୍ୟ ପ୍ରତିଭା ପାଇଁ ଶ୍ୟାମ ବାଇଶି ବର୍ଷ ବୟସରେ ବି ପ୍ରସିଦ୍ଧ ହୋଇଗଲା

ସମକକ୍ଷ : ଦ୍ୱାବିଂଶ, ବାଇଶି, ୨୨

बीस और दो।

काव्य प्रतिभा के चलते श्याम बाईस वर्ष की उम्र में ही प्रसिद्ध हो गया।
22, XXII, द्वाविंशति, बाइस, बाईस, २२

Being two more than twenty.

22, twenty-two, xxii