ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଇଶି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଇଶି   ବିଶେଷ୍ୟ

ଅର୍ଥ : କୋଡ଼ିଏ ଏବଂ ଦୁଇ ମିଶାଇ ପ୍ରାପ୍ତ ସଂଖ୍ୟା

ଉଦାହରଣ : ଏଗାର ଏବଂ ଏଗାର ମିଶି ବାଇଶି

ସମକକ୍ଷ : ଦ୍ୱାବିଂଶତି, ୨୨

बीस और दो के जोड़ से प्राप्त संख्या।

ग्यारह और ग्यारह बाईस होते हैं।
22, XXII, द्वाविंशति, बाइस, बाईस, २२

The cardinal number that is the sum of twenty-one and one.

22, twenty-two, xxii

ବାଇଶି   ବିଶେଷଣ

ଅର୍ଥ : କୋଡ଼ିଏ ଏବଂ ଦୁଇ

ଉଦାହରଣ : କାବ୍ୟ ପ୍ରତିଭା ପାଇଁ ଶ୍ୟାମ ବାଇଶି ବର୍ଷ ବୟସରେ ବି ପ୍ରସିଦ୍ଧ ହୋଇଗଲା

ସମକକ୍ଷ : ଦ୍ୱାବିଂଶ, ବାଇଶ, ୨୨

बीस और दो।

काव्य प्रतिभा के चलते श्याम बाईस वर्ष की उम्र में ही प्रसिद्ध हो गया।
22, XXII, द्वाविंशति, बाइस, बाईस, २२

Being two more than twenty.

22, twenty-two, xxii