ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବହୁରୂପଧାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବହୁରୂପଧାରୀ   ବିଶେଷ୍ୟ

ଅର୍ଥ : ଯିଏ ବିଭିନ୍ନ ପ୍ରକାର ରୂପ ଧାରଣ କରି ଲୋକଙ୍କୁ ଚକିତ କରାଏ

ଉଦାହରଣ : ଜଣେ ବହୁରୂପୀ ଦ୍ୱାରଦ୍ୱାର ବୁଲି ଭିକ ମାଗୁଥିଲା

ସମକକ୍ଷ : ବହୁରୂପୀ

वह जो तरह-तरह के रूप धारणकर लोगों को चकित करता हो।

एक बहुरूपिया द्वार-द्वार घूमकर भिक्षा माँग रहा था।
कुंतल, कुन्तल, बहरूपिया, बहुरूपिया, रूपधारी

Someone who (fraudulently) assumes the appearance of another.

imitator, impersonator