ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବହଳିଆ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବହଳିଆ ହେବା   କ୍ରିୟାପଦ

ଅର୍ଥ : କ୍ଷୀର ଆଦି ଗରମ ହେବା କାରଣରୁ ଗାଢ଼ ହୋଇଯିବା

ଉଦାହରଣ : ଗ୍ୟାସ ଉପରେ ରଖିରଖି ଚା ବହଳିଆ ହୋଇଗଲା

ସମକକ୍ଷ : ଘନ ହେବା

दूध आदि का गरम होने के कारण गाढ़ा हो जाना।

चाय गैस पर रखे-रखे औंट गई।
औंटना, औंटाना, औटना, औटाना

ଅର୍ଥ : କୌଣସି ତରଳ ପଦାର୍ଥ ପତଳାରୁ ମୋଟା ହେବା

ଉଦାହରଣ : ରସ ବହଳିଆ ହୋଇଗଲାଣି, କଣ ମୁଁ ଏହାକୁ ଚୁଲିରୁ ଓହ୍ଲାଇ ଦେବି ?

ସମକକ୍ଷ : ଗାଢ଼ାହେବା

गाढ़ा होना।

रस गढ़ा गया है, क्या मैं इसे चूल्हे से उतार दूँ?
गढ़ाना, गाढ़ा होना

Become thick or thicker.

The sauce thickened.
The egg yolk will inspissate.
inspissate, thicken