ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବସ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବସ୍ତା   ବିଶେଷ୍ୟ

ଅର୍ଥ : (ମହାରାଷ୍ଟ୍ର) ବିବାହ ଅବସରରେ ବର-ବଧୂ ତଥା ପରିଜନମାନଙ୍କ ନିମନ୍ତେ ଏକାବେଳେ କିଣା ଯାଉଥିବା ଲୁଗା(ଧୋତି,ଶାଢୀ ଆଦି)

ଉଦାହରଣ : କାଲି ଆମେ ବସ୍ତା କିଣିଲୁ

(महाराष्ट्र) विवाह के अवसर पर वर-वधू तथा परिजनों के लिए एक साथ खरीदा जाने वाला कपड़ा (धोतियाँ, साड़ियाँ आदि)।

कल हमनें बस्ता खरीदा।
बस्ता

Artifact made by weaving or felting or knitting or crocheting natural or synthetic fibers.

The fabric in the curtains was light and semitransparent.
Woven cloth originated in Mesopotamia around 5000 BC.
She measured off enough material for a dress.
cloth, fabric, material, textile

ଅର୍ଥ : ଶସ୍ୟ ରଖିବାପାଇଁ ଝୋଟଆଦିରେ ତିଆରି ହୋଇଥିବା ଥଳି

ଉଦାହରଣ : କୃଷକ ଗ୍ରାହକକୁ ଦଶ ବସ୍ତା ଧାନ ଦେଲା

ସମକକ୍ଷ : ଅଖା, ପ୍ୟାକେଟ୍‌, ବୋରା, ମୁଣି

टाट आदि का बना वह बड़ा थैला जिसमें अनाज आदि भरकर रखते हैं।

किसान ने ग्राहक को दस बोरे धान दिए।
गोन, बोरा

A bag made of paper or plastic for holding customer's purchases.

carrier bag, paper bag, poke, sack