ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଶୀକରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଶୀକରଣ   ବିଶେଷ୍ୟ

ଅର୍ଥ : ମନ୍ତ୍ରତନ୍ତ୍ର ଆଦିଦ୍ୱାରା କାହାରିକୁ ବଶ କରିବା ପ୍ରକ୍ରିୟା

ଉଦାହରଣ : ତାନ୍ତ୍ରିକ ବଶୀକରଣଦ୍ୱାରା ରାମୁକୁ ନିଜ ବଶକୁ ଆଣିଲା

मंत्र-तंत्र आदि के द्वारा किसी को वश में करने की क्रिया।

तांत्रिक ने वशीकरण द्वारा रामू को अपने बस में कर लिया।
जय, जोग, बशीकरन, योग, वशीकरण

A psychological state induced by (or as if induced by) a magical incantation.

enchantment, spell, trance

ଅର୍ଥ : ଯେଉଁ ବିଦ୍ୟାଦ୍ୱାରା କାହାରିକୁ ନିଜ ଅଧୀନକୁ ଅଣାଯାଇଥାଏ

ଉଦାହରଣ : ତାନ୍ତ୍ରିକ ବଶୀକରଣ ବିଦ୍ୟା ପ୍ରୟୋଗ କରି ମୋହନକୁ ତାର ବଶରେ ରଖିଲା

ସମକକ୍ଷ : ମୋହିନୀବିଦ୍ୟା, ସମ୍ମୋହନବିଦ୍ୟା

वह विद्या जिससे किसी को अपने वश में किया जाता है।

तांत्रिक ने वशीकरण विद्या का प्रयोग करके मोहन को अपने वश में कर लिया।
मोहनी, मोहनी विद्या, मोहिनी, मोहिनी विद्या, वशीकरण विद्या, सम्मोहनी विद्या

The act of conquering.

conquering, conquest, subjection, subjugation

ବଶୀକରଣ   ବିଶେଷଣ

ଅର୍ଥ : ବଶ କରିବା ବାଲା

ଉଦାହରଣ : ଶ୍ୟାମୁ ବଶୀକରଣ ମନ୍ତ୍ର ଜାଣେ

वश में करने वाला।

श्यामू वशीकरण मंत्र जानता है।
बसीकर, वशीकरण