ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବର୍ଣ୍ଣିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବର୍ଣ୍ଣିତ   ବିଶେଷଣ

ଅର୍ଥ : ଯାହାର ବର୍ଣ୍ଣନା ହୋଇଛି

ଉଦାହରଣ : ରାମାୟଣରେ ଭଗବାନ ରାମଙ୍କ ଚରିତ୍ର ବିଶେଷଭାବେ ବର୍ଣ୍ଣିତ ହୋଇଛି

ସମକକ୍ଷ : ଚିତ୍ରିତ, ନିରୂପିତ

जिसका वर्णन हुआ हो।

रामायण में वर्णित भगवान राम का चरित्र विशेष रूप से अनुकरणीय है।
चित्रित, निरूपित, वर्णित

Clearly characterized or delimited.

Lost in a maze of words both defined and undefined.
Each child has clearly defined duties.
defined

ଅର୍ଥ : ଯାହାର ଉଲ୍ଲେଖ ବା କଥନ ହୋଇଛି

ଉଦାହରଣ : ରାମାୟଣରେ ଉଲ୍ଲିଖିତ କଥା ଭଗବାନ ରାମଙ୍କର

ସମକକ୍ଷ : ଉଲ୍ଲିଖିତ, କଥିତ

जिसका उल्लेख या कथन हुआ हो।

रामायण में उल्लिखित कथा भगवान राम की है।
अपदिष्ट, आशंसित, उल्लिखित, कथित

Declared but not proved.

Alleged abuses of housing benefits.
alleged