ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଥିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଥିତ   ବିଶେଷଣ

ଅର୍ଥ : ଯାହାର ଉଚ୍ଚାରଣ ହୋଇଛି

ଉଦାହରଣ : ଉଚ୍ଚାରିତ ଏବଂ ଲିଖିତ ଭାଷା ଏକ ପ୍ରକାର ନୁହେଁ

ସମକକ୍ଷ : ଅଭିବ୍ୟଞ୍ଜିତ, ଉଚ୍ଚାରିତ

जिसका उच्चारण हुआ हो।

उच्चारित एवं लिखित भाषा एक जैसी नहीं होती।
अभिव्याहृत, उच्चरित, उच्चारित

ଅର୍ଥ : ଯାହାର ଉଲ୍ଲେଖ ବା କଥନ ହୋଇଛି

ଉଦାହରଣ : ରାମାୟଣରେ ଉଲ୍ଲିଖିତ କଥା ଭଗବାନ ରାମଙ୍କର

ସମକକ୍ଷ : ଉଲ୍ଲିଖିତ, ବର୍ଣ୍ଣିତ

जिसका उल्लेख या कथन हुआ हो।

रामायण में उल्लिखित कथा भगवान राम की है।
अपदिष्ट, आशंसित, उल्लिखित, कथित

Declared but not proved.

Alleged abuses of housing benefits.
alleged

ଅର୍ଥ : ଯାହା କୁହାଯାଇଛି

ଉଦାହରଣ : ସ୍ୱାମୀଜୀଙ୍କ ଅଭିହିତ କଥା କାର୍ଯ୍ୟକାରୀ ହେବା ଉଚିତ

ସମକକ୍ଷ : ଅଭିହିତ, ଉକ୍ତ, ଭାଷିତ

जो कहा या जतलाया गया हो।

स्वामी जी ने संस्कृतम् में लिखे श्लोकों का आख्यात किया।
अभिभाषित, अभिहित, आख्यात, आलापित, उक्त, कथित, कहा, भाषित, व्यावहृत, संभाषित

Being the one previously mentioned or spoken of.

Works of all the aforementioned authors.
Said party has denied the charges.
aforementioned, aforesaid, said