ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବର୍ଣ୍ଣଶୂନ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବର୍ଣ୍ଣଶୂନ୍ୟ   ବିଶେଷଣ

ଅର୍ଥ : ଯେଉଁଥିରେ ରଙ୍ଗ ନ ଥାଏ ବା ଯାହାର କୌଣସି ରଙ୍ଗ ନ ଥାଏ

ଉଦାହରଣ : ପାଣି ଏକ ରଙ୍ଗହୀନ ଦ୍ରବ୍ୟ

ସମକକ୍ଷ : ବର୍ଣ୍ଣହୀନ, ରଙ୍ଗହୀନ

जिसमें रंग न हो या जिसका कोई रंग न हो।

पानी एक रंगहीन द्रव है।
अबरन, अबरनीय, अवरण, अवर्ण, निरंग, निरङ्ग, बेरंग, बेरङ्ग, रंगहीन, रङ्गहीन, वर्णशून्य, वर्णहीन, विवर्ण

Without color.

Pure water is uncolored.
uncolored, uncoloured