ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବରଖାସ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବରଖାସ୍ତ   ବିଶେଷ୍ୟ

ଅର୍ଥ : ଅପରାଧ ବା ଅଭିଯୋଗ ହେତୁ ଶେଷ ନିର୍ଣ୍ଣୟ ଆସିବା ପର୍ଯ୍ୟନ୍ତ ନିଜ କାମରୁ ବାହାର କରି ଦିଆଯିବାର ପ୍ରକ୍ରିୟା

ଉଦାହରଣ : ଲାଞ୍ଚଖୋର ହାବିଲଦାରର ନିଲମ୍ବନ ଆଦେଶ ଆସିଯାଇଛି

ସମକକ୍ଷ : ନିଲମ୍ବନ

काम या पद से हटाने या अलग कर दिये जाने की क्रिया, अवस्था या भाव।

घूसखोर हवलदार की बरख़ास्तगी का आदेश आ गया है।
डिस्चार्ज, पदच्युति, बरख़ास्तगी, बरख़्वास्तगी, बरखास्तगी, बरख्वास्तगी, बर्ख़ास्तगी, बर्खास्तगी

The termination of someone's employment (leaving them free to depart).

discharge, dismissal, dismission, firing, liberation, release, sack, sacking

ବରଖାସ୍ତ   ବିଶେଷଣ

ଅର୍ଥ : ଯାହାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି ବା ନିଜ ପଦରୁ ହଟାଇ ଦିଆଯାଇଛି

ଉଦାହରଣ : ନିଲମ୍ବିତ କର୍ମଚାରୀମାନେ ପୁନର୍ନିଯୁକ୍ତିପାଇଁ ଉଚ୍ଚନ୍ୟାୟାଳୟରେ ଆବେଦନ କରିଛନ୍ତି

ସମକକ୍ଷ : ନିଲମ୍ବିତ, ପଦଚ୍ୟୁତ

जिसे अस्थायी रूप से नौकरी से अलग कर दिया गया हो या उसके पद से हटा दिया गया हो।

निलंबित कर्मचारियों ने बहाली के लिए उच्च न्यायालय में आवेदन किया है।
अनुलंबित, अनुलम्बित, निलंबित, निलम्बित, मुअत्तल