ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବନ୍ଧୁକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବନ୍ଧୁକ   ବିଶେଷ୍ୟ

ଅର୍ଥ : ବିଶେଷକରି ପଦାତିକ ସିପାହୀମାନଙ୍କ ପାଖରେ ରହୁଥିବା ଏକ ପ୍ରକାର ବନ୍ଧୁକ

ଉଦାହରଣ : ସିପାହୀଙ୍କ ରାଇଫଲର ଗୁଳି ପଳେଇଯାଉଥିବା ଚୋରର ଜୀବନ ଲୀଳା ସମାପ୍ତ କରିଦେଲା

ସମକକ୍ଷ : ରାଇଫଲ୍‌

एक प्रकार की बन्दूक जो विशेषकर पैदल सिपाहियों के पास रहती है।

सिपाही के राइफल से निकली हुई गोली ने भागते हुए चोर की जीवन लीला समाप्त कर दी।
राइफल, राइफ़ल, राईफल

A shoulder firearm with a long barrel and a rifled bore.

He lifted the rifle to his shoulder and fired.
rifle

ଅର୍ଥ : ଗୋଟିଏ ପ୍ରକାର ପ୍ରସିଦ୍ଧ ଅସ୍ତ୍ର ଯେଉଁଥିରେ ଶତ୍ରୁ ଉପରକୁ ଗୁଳି ଚଳାଯାଏ

ଉଦାହରଣ : ସିପାହୀ ହାତରେ ବନ୍ଧୁକ ଅଛି

ସମକକ୍ଷ : ବଂଧୁକ

एक प्रकार का प्रसिद्ध अस्त्र जिससे शत्रु पर गोली चलाई जाती है।

सिपाही के हाथ में बंदूक है।
चकमाकी, बंदूक, बंदूक़, बंदूख, बन्दूक, बन्दूक़, बन्दूख

A weapon that discharges a missile at high velocity (especially from a metal tube or barrel).

gun