ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଦହଜମୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଦହଜମୀ   ବିଶେଷ୍ୟ

ଅର୍ଥ : ଖାଦ୍ୟ ହଜମ ହେଉନଥିବା ରୋଗ

ଉଦାହରଣ : ଅଜୀର୍ଣ୍ଣରେ ହଇରାଣ ହୋଇ ସୋହନକୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଲା ଅଜୀର୍ଣ୍ଣରୁ ରକ୍ଷା ପାଇବାପାଇଁ ଆମର ସୁପାଚ୍ୟ ଖାଦ୍ୟ ଖାଇବା ଉଚିତ୍‌

ସମକକ୍ଷ : ଅଜୀର୍ଣ୍ଣ, ମନ୍ଦାଗ୍ନି

वह रोग जिसमें भोजन नहीं पचता।

बदहजमी से बचने के लिए हमें सुपाच्य भोजन करना चाहिए।
अजीरन, अजीर्ण, अजीर्ण रोग, अध्यशन, अनपच, अपच, अपाक, अर्दनि, अविपाक, पललाशय, बदहजमी, बदहज़मी, मंदाग्नि, मंदानल, मन्दानल

A disorder of digestive function characterized by discomfort or heartburn or nausea.

dyspepsia, indigestion, stomach upset, upset stomach

ବଦହଜମୀ   ବିଶେଷଣ

ଅର୍ଥ : ଯାହା ଠିକ ଭାବରେ ହଜମ ହୁଏନାହିଁ

ଉଦାହରଣ : କୁପାଚ୍ୟ ଆହାର ଖାଇଲେ ବ୍ୟକ୍ତି ବେମାର ପଡ଼ିଯାଇପାରେ

ସମକକ୍ଷ : କୁପାଚ୍ୟ, ଗରିଷ୍ଠ

जो ठीक तरह से न पचे।

गरिष्ठ भोजन लेने से व्यक्ति बीमार पड़ सकता है।
कुपाच्य, गरिष्ठ, दुष्पाच्य, भारी

Heavy and starchy and hard to digest.

Stodgy food.
A stodgy pudding served up when everyone was already full.
stodgy