ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଦଳିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଦଳିବା   ବିଶେଷ୍ୟ

ଅର୍ଥ : ବଦଳିବାର କ୍ରିୟା ବା ଭାବ

ଉଦାହରଣ : ପରିବର୍ତ୍ତନ ସଂସାରର ନିୟମ

ସମକକ୍ଷ : ପରିବର୍ତ୍ତନ

बदलने की क्रिया या भाव।

परिवर्तन संसार का नियम है।
आप्यायन, चेञ्ज, चेन्ज, तबदील, तबदीली, तब्दीली, परिवर्तन, बदलाव, विकार, विकृति

An event that occurs when something passes from one state or phase to another.

The change was intended to increase sales.
This storm is certainly a change for the worse.
The neighborhood had undergone few modifications since his last visit years ago.
alteration, change, modification

ବଦଳିବା   କ୍ରିୟାପଦ

ଅର୍ଥ : ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ବଦଳିହେବା

ଉଦାହରଣ : ଗତମାସରେ ହିଁ ମୋର କାର୍ଯ୍ୟାଳୟ ବଦଳିଗଲା

ସମକକ୍ଷ : ସ୍ଥାନାନ୍ତରିତହେବା

एक स्थान से दूसरे स्थान पर नियुक्त होना।

पिछले महीने से ही मेरा कार्यालय बदल गया।
बदलना, स्थानांतरित होना

ଅର୍ଥ : ଏକ ସ୍ଥାନରେ ଅନ୍ୟ ହୋଇଯିବା

ଉଦାହରଣ : ମନ୍ଦିରରେ ମୋର ଜୋତା ବଦଳିଗଲା

ସମକକ୍ଷ : ବଦଳିଯିବା

एक के स्थान पर दूसरा हो जाना।

मंदिर पर मेरा जूता बदल गया।
बदल जाना, बदलना

ବଦଳିବା   ବିଶେଷଣ

ଅର୍ଥ : ଯାହାର ପରିବର୍ତ୍ତନ ହୋଇଛି

ଉଦାହରଣ : ସନ୍ଥ ସମାଗମକୁ ଯିବାରୁ ତାର ହୃଦୟ ପରିବର୍ତ୍ତିତ ହେଲା

ସମକକ୍ଷ : ପରିଣତ, ପରିବର୍ତ୍ତିତ

जिसका या जिसमें परिवर्तन हुआ हो।

संत समागम के चलते उसका हृदय परिवर्तित हो गया।
कंलिग युद्ध के बाद परिवर्तित अशोक ने बौद्ध धर्म अपना लिया था।
आप्यायित, तबदील, तब्दील, परिणत, परिवर्तित, बदला

Made or become different in some respect.

He's an altered (or changed) man since his election to Congress.
changed