ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିବର୍ତ୍ତନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିବର୍ତ୍ତନ   ବିଶେଷ୍ୟ

ଅର୍ଥ : ସେହି ଭିନ୍ନତା ବା ପରିବର୍ତ୍ତନ ଯାହା ସାଧାରଣ ଜୀବନଯାପନ ଅପେକ୍ଷା କିଛି ଅଲଗା ଆନନ୍ଦ ଦିଏ

ଉଦାହରଣ : ସେ ପରିବର୍ତ୍ତନପାଇଁ ବର୍ଷକୁ ଥରେ କିଛି ଦିନ ନିମନ୍ତେ ପାହାଡ଼ିଆ ଅଞ୍ଚଳରେ ବାସ କରେ

* वह अंतर या बदलाव जो आमतौर पर आनन्ददायक हो।

वह बदलाव के लिए साल में एक बार कुछ दिनों के लिए पहाड़ी क्षेत्रों में निवास करता है।
परिवर्तन, बदलाव

A difference that is usually pleasant.

He goes to France for variety.
It is a refreshing change to meet a woman mechanic.
change, variety

ଅର୍ଥ : ଗୋଟିଏକୁ ଛାଡ଼ି ତା ଜାଗାରେ ଅନ୍ୟକୁ ଗ୍ରହଣ କରିବାର କ୍ରିୟା

ଉଦାହରଣ : ବିକ୍ରି ହୋଇଥିବା ଜିନିଷଗୁଡ଼ିକର ପୁନର୍ବଦଳ ହୁଏନାହିଁ

ସମକକ୍ଷ : ଅଦଳ ବଦଳ, ପୁନର୍ବଦଳ, ବଦଳ

एक को छोड़कर उसकी जगह दूसरा ग्रहण करने की क्रिया।

बिकी हुई चीज़ों का फेर-बदल नहीं होगा।
अदल-बदल, अदलबदल, अदला-बदली, अदलाबदली, अदली-बदली, अदलीबदली, अपवर्तन, परिवर्तन, फेर-फार, फेर-बदल, फेरफार, फेरबदल, रद्दोबदल

The act of changing one thing for another thing.

Adam was promised immortality in exchange for his disobedience.
There was an interchange of prisoners.
exchange, interchange

ଅର୍ଥ : ବଦଳିବାର କ୍ରିୟା ବା ଭାବ

ଉଦାହରଣ : ପରିବର୍ତ୍ତନ ସଂସାରର ନିୟମ

ସମକକ୍ଷ : ବଦଳିବା

बदलने की क्रिया या भाव।

परिवर्तन संसार का नियम है।
आप्यायन, चेञ्ज, चेन्ज, तबदील, तबदीली, तब्दीली, परिवर्तन, बदलाव, विकार, विकृति

An event that occurs when something passes from one state or phase to another.

The change was intended to increase sales.
This storm is certainly a change for the worse.
The neighborhood had undergone few modifications since his last visit years ago.
alteration, change, modification

ଅର୍ଥ : (ଖଗୋଳବିଜ୍ଞାନ) ମଧ୍ୟମାନ ଗତିର ବ୍ୟତିକ୍ରମ ବା କୌଣସି ଗ୍ରହ ବା ଉପଗ୍ରହ କକ୍ଷରେ ବିଚଳନ କରିବା

ଉଦାହରଣ : ଚନ୍ଦ୍ରମାଙ୍କ ପରିବର୍ତ୍ତନର ସିଧାସଳଖ ପ୍ରଭାବ ପୃଥିବୀ ଉପରେ ପଡ଼େ

(खगोल-विज्ञान) मध्यमान गति का व्यतिक्रम या किसी ग्रह या उपग्रह का कक्ष से विचलन।

चंद्रमा के परिवर्तन का सीधा प्रभाव धरती पर पड़ता है।
परिवर्तन

(astronomy) any perturbation of the mean motion or orbit of a planet or satellite (especially a perturbation of the earth's moon).

variation

ଅର୍ଥ : ଭୁଲ୍‌, ଦୋଷଆଦି ଦୂର କରି ଶୁଦ୍ଧ ବା ଠିକ୍‌ କାମ କରିବାର କ୍ରିୟା

ଉଦାହରଣ : ଓଡ଼ିଶା ମାଧ୍ୟମିକ ବୋର୍ଡ଼ଦ୍ୱାରା ପ୍ରକାଶିତ ଓଡ଼ିଆ ବ୍ୟାକରଣ ପୁସ୍ତକଗୁଡ଼ିକରେ ସଂଶୋଧନ ଆଣିବା ଆବଶ୍ୟକ

ସମକକ୍ଷ : ତ୍ରୁଟିଶୂନ୍ୟ, ସଂଶୋଧନ

किसी लेख, काव्य आदि की भूल, दोष आदि दूर करके शुद्ध या ठीक करने की क्रिया।

माध्यमिक शालाओं की पुस्तकों को संशोधन के लिए भेजा गया है।
इसलाह, इस्लाह, संशोधन, सुधार, सुधारना

The act of offering an improvement to replace a mistake. Setting right.

correction, rectification

ପରିବର୍ତ୍ତନ   କ୍ରିୟାପଦ

ଅର୍ଥ : ଗୋଟିଏ ରୂପରୁ ଆଉ ଗୋଟିଏ ରୂପକୁ ଆଣିବା

ଉଦାହରଣ : ଏହି ଘଟଣା ପରଠାରୁ ତା ଜୀବନରେ ବହୁତ ପରିବର୍ତ୍ତନ ଆସିଛି

ସମକକ୍ଷ : ପରିବର୍ତ୍ତନ ଆଣିବା, ପରିବର୍ତ୍ତନ ହେବା, ବଦଳିଯିବା, ବଦଳେଇବା

एक रूप से दूसरे रूप में आना।

इस घटना के बाद से उसके जीवन में बहुत परिवर्तन आया है।
तब्दील होना, परिवर्तन आना, परिवर्तन होना, परिवर्तित होना, बदल जाना, बदलना, बदलाव आना