ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫିଲ୍ଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫିଲ୍ଡ଼   ବିଶେଷ୍ୟ

ଅର୍ଥ : କଂପ୍ୟୁଟର ବିଜ୍ଞାନରେ ଏକ ବା ଏକରୁ ଅଧିକ ଯେଉଁ ସଂକେତ ସମୂହରେ ସୂଚନାର ଏକ ଏକକ ଥାଏ

ଉଦାହରଣ : କଂପ୍ୟୁଟର ଆଜିର ତାରିଖକୁ ଦିନ,ମାସ ଓ ବର୍ଷ ଏହି ତିନୋଟି ନିର୍ଦ୍ଦିଷ୍ଟ ଫିଲ୍ଡ଼ରେ ଦର୍ଶାଏ

ସମକକ୍ଷ : କ୍ଷେତ୍ର

संगणक विज्ञान में एक या एक से अधिक संकेतों का समूह जिसमें सूचना की एक ईकाई होती है।

संगणक आज की तारीख़ को तीन सुनिश्चित फील्डों में दर्शाता है दिन, माह और साल।
क्षेत्र, फ़ील्ड, फील्ड

(computer science) a set of one or more adjacent characters comprising a unit of information.

field

ଅର୍ଥ : ଘୋଡ଼ାଦୌଡ଼ରେ ଭାଗ ନେଉଥିବା ସମସ୍ତ ଘୋଡ଼ା

ଉଦାହରଣ : ଫିଲ୍‌ଡ଼ର କଳା ଘୋଡ଼ା ଘୋଡ଼ାଦୌଡ଼ରେ ପ୍ରଥମ ହେଲା

ସମକକ୍ଷ : ଘୋଡ଼ା ସମୂହ

* घुड़दौड़ में भाग लेने वाले सभी घोड़े।

फ़ील्ड का काला घोड़ा घुड़दौड़ में प्रथम आया।
घोड़ा समूह, फ़ील्ड, फील्ड

All of the horses in a particular horse race.

field