ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫିକା   ବିଶେଷ୍ୟ

ଅର୍ଥ : ରଙ୍ଗରସ ଅବା ସୁଖଭୋଗରେ ଉପୁଜୁଥିବା ବାଧାବିଘ୍ନ

ଉଦାହରଣ : ଦୁର୍ଘଟଣା ଯୋଗୁଁ ଉତ୍ସବ ଫିକା ପଡିଗଲା

ସମକକ୍ଷ : ନିରାନନ୍ଦ

रंग या सुख-भोग में होने वाली बाधा।

दुर्घटना के कारण उत्सव में रंग में भंग हो गया।
अवडेर, रंग में भंग

ଫିକା   ବିଶେଷଣ

ଅର୍ଥ : ଯେ ତେଜରେ କମ୍‌ ବା ଯାହାର ତେଜ ନାହିଁ

ଉଦାହରଣ : ସବୁବେଳେ ଚିନ୍ତିତ ରହିବା କାରଣରୁ ଯୌବନରେ ମଧ୍ୟ ସେ ନିସ୍ତେଜ ଦିଶୁଛି

ସମକକ୍ଷ : ତେଜହୀନ, ନିସ୍ତେଜ, ପ୍ରଭାହୀନ, ମଳିନ

जो तेज से हीन हो या जिसमें तेज न हो।

सदा चिन्तित रहने की वज़ह से उसका चेहरा जवानी में ही तेजहीन लगता है।
अप्रभ, आभाहीन, ओजहीन, कांतिहीन, तेजहीन, निस्तेज, प्रभारहित, प्रभाहीन, फीका, बुझा हुआ, बेरौनक, मलिन, श्रीहत, श्रीहीन, हतप्रभ

Abnormally deficient in color as suggesting physical or emotional distress.

The pallid face of the invalid.
Her wan face suddenly flushed.
pale, pallid, wan

ଅର୍ଥ : ଯାହା ଚକଚକିଆ ନୁହେଁ

ଉଦାହରଣ : ବିଧବାମାନଙ୍କୁ ଫିକା ରଙ୍ଗର ଲୁଗା ପିନ୍ଧା ଯାଇଥାଏ

ସମକକ୍ଷ : ଫିକା ରଙ୍ଗ, ସାଧା

जो चटकीला या शोख न हो।

विधवाओं को फीके रंग के कपड़े पहनाए जाते हैं।
फीका, हलका, हल्का