ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫିକା ରଙ୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫିକା ରଙ୍ଗ   ବିଶେଷ୍ୟ

ଅର୍ଥ : ହାଲୁକାରଙ୍ଗ ହେବାର ଗୁଣ ବା ଅବସ୍ଥା

ଉଦାହରଣ : ସରଳ ଲୋକମାନେ ହାଲୁକାରଙ୍ଗକୁ ମହତ୍ତ୍ୱ ଦିଅନ୍ତି

ସମକକ୍ଷ : ଈଷତ ରଙ୍ଗ, ହାଲୁକାରଙ୍ଗ

* हलके रंग का होने का गुण या अवस्था।

प्रायः एक धुलाई में ही सूती कपड़ों में हलकापन आ जाता है।
फीकापन, हलकापन, हल्कापन

Having a light color.

lightness

ଫିକା ରଙ୍ଗ   ବିଶେଷଣ

ଅର୍ଥ : ଯାହା ଚକଚକିଆ ନୁହେଁ

ଉଦାହରଣ : ବିଧବାମାନଙ୍କୁ ଫିକା ରଙ୍ଗର ଲୁଗା ପିନ୍ଧା ଯାଇଥାଏ

ସମକକ୍ଷ : ଫିକା, ସାଧା

जो चटकीला या शोख न हो।

विधवाओं को फीके रंग के कपड़े पहनाए जाते हैं।
फीका, हलका, हल्का