ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫଳ   ବିଶେଷ୍ୟ

ଅର୍ଥ : ଗଛରେ ହେଉଥିବା ମାଂସାଳ ଓ ମଞ୍ଜି ଯୁକ୍ତ ବିଜକୋଷ ଯାହା କୌଣସି ବିଶିଷ୍ଟ ଋତୁରେ ଫୁଲ ଆସିବା ପରେ ଉତ୍ପନ୍ନ ହୋଇଥାଏ

ଉଦାହରଣ : ସେ ଫଳ ଦୋକାନରୁ ଏକ କିଲୋ ଆମ୍ବ କିଣିଲା

वनस्पति में होने वाला गूदे या बीज से भरपूर बीजकोश जो किसी विशिष्ट ऋतु में फूल आने के बाद उत्पन्न होता है।

उसने फल की दुकान से एक किलो आम खरीदा।
प्रसून, फर, फल

The ripened reproductive body of a seed plant.

fruit

ଅର୍ଥ : କୌଣସି କାର୍ଯ୍ୟ ଶେଷରେ ଏହାର ଫଳ ସ୍ୱରୂପ ହେଉଥିବା କଥା

ଉଦାହରଣ : ତାଙ୍କ କାର୍ଯ୍ୟର ପରିଣାମ ବହୁତ ଖରାପ ହେଲା

ସମକକ୍ଷ : ପରିଣତି, ପରିଣାମ, ପ୍ରତିଫଳ

किसी कार्य के अंत में उसके फलस्वरूप होनेवाला कार्य या कोई बात।

उसके काम का नतीजा बहुत ही बुरा निकला।
अंजाम, अंत, अनुबंध, अनुबन्ध, अनुसार, अन्जाम, अन्त, जोग, ताबीर, नतीजा, परिणति, परिणाम, प्रतिफल, प्रयोग, फल, योग, रिजल्ट, विपाक, व्युष्टि, हश्र

Something that results.

He listened for the results on the radio.
final result, outcome, result, resultant, termination