ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିଫଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିଫଳ   ବିଶେଷ୍ୟ

ଅର୍ଥ : ପରିଣାମ ରୂପରେ ପ୍ରାପ୍ତ ହେଉଥିବା ଫଳ

ଉଦାହରଣ : ମୋ ଭଲ କାମର ମୋତେ ଏହି ପ୍ରତିଫଳ ମିଳିଲା

परिणाम के रूप में प्राप्त होनेवाला फल।

मेरी नेकियों का मुझे यह प्रतिफल मिला।
प्रतिफल, बदला, सिला

A recompense for worthy acts or retribution for wrongdoing.

The wages of sin is death.
Virtue is its own reward.
payoff, reward, wages

ଅର୍ଥ : କୌଣସି କାର୍ଯ୍ୟ ଶେଷରେ ଏହାର ଫଳ ସ୍ୱରୂପ ହେଉଥିବା କଥା

ଉଦାହରଣ : ତାଙ୍କ କାର୍ଯ୍ୟର ପରିଣାମ ବହୁତ ଖରାପ ହେଲା

ସମକକ୍ଷ : ପରିଣତି, ପରିଣାମ, ଫଳ

किसी कार्य के अंत में उसके फलस्वरूप होनेवाला कार्य या कोई बात।

उसके काम का नतीजा बहुत ही बुरा निकला।
अंजाम, अंत, अनुबंध, अनुबन्ध, अनुसार, अन्जाम, अन्त, जोग, ताबीर, नतीजा, परिणति, परिणाम, प्रतिफल, प्रयोग, फल, योग, रिजल्ट, विपाक, व्युष्टि, हश्र

Something that results.

He listened for the results on the radio.
final result, outcome, result, resultant, termination