ଅର୍ଥ : ଏକ ପ୍ରକାରର ଛୋଟ ନୌକା
ଉଦାହରଣ :
ପଢ଼ଉ ଚାଳକ ଏକ ସଙ୍ଗରେ ଦୁଇଟି ଆହୁଲା ମାରିପାରେ
ସମକକ୍ଷ : ଆହୁଲା ଡଙ୍ଗା, ଡିଙ୍ଗି, ପଢ଼ାଉ
ଅର୍ଥ : ଏକ ପ୍ରକାରର ଛୋଟ ଡଙ୍ଗା
ଉଦାହରଣ :
ଆମ୍ଭେମାନେ ପଢ଼ଉରେ ବସି ନଈ ପାରିହେଲୁ
ଅର୍ଥ : ଗୋଟିଏ ଗଛର ଗଣ୍ଡିକୁ ଫମ୍ପାକରି ତିଆରି କରାଯାଉଥିବା ଏକ ଡଙ୍ଗା
ଉଦାହରଣ :
ନାବିକ କଥା ଅନୁସାରେ ଆମେ ଯେଉଁ ଡଙ୍ଗା ଉପରେ ଯାତ୍ରା କରୁଥିଲୁ ତାହା ଏକ ପଢ଼ଉ
ଅର୍ଥ : ଏକ ପ୍ରକାରର ଛୋଟ ଡଙ୍ଗା
ଉଦାହରଣ :
ଆମ୍ଭେମାନେ ପଢ଼ଉ ଉପରେ ବସି ଗୋଟିଏ ଛୋଟ ନଈ ପାରି ହେଲୁ