ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନଉକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନଉକା   ବିଶେଷ୍ୟ

ଅର୍ଥ : କାଠ, ଲୁହାଆଦିରେ ତିଆରି ଜଳରେ ଚାଲୁଥିବା ଯାନ

ଉଦାହରଣ : ପ୍ରାଚୀନ କାଳରେ ନୌକା ଯାତାୟାତର ମୁଖ୍ୟ ସାଧନ ଥିଲା

ସମକକ୍ଷ : ଡଙ୍ଗା, ତରଣୀ, ନାଆ, ନାବ, ନୌକା, ପଢ଼ଉ, ବହିତ୍ର

जल में चलने वाली, लकड़ी, लोहे, आदि की बनी सवारी।

प्राचीन काल में नौका यातायात का प्रमुख साधन थी।
उड़प, उड़ुप, कश्ती, किश्ती, तरंती, तरणि, तरनी, तरन्ती, तारणि, नइया, नाव, नावर, नैया, नौका, पोत, बोट, वहल, वहित्र, वहित्रक, वाधू, वार्वट, शल्लिका

A small vessel for travel on water.

boat

ଅର୍ଥ : ଯାହାଦ୍ବାରା ଲଙ୍ଘନ ହୁଏ

ଉଦାହରଣ : ସେ ନଉକା ଉପରେ ବସି ବଢି ନଦୀକୁ ପାର କରିଗଲା

वह जिससे लाँघा जाय।

वह लंघनक पर बैठकर उफनती नदी पार कर गया।
लंघनक, लङ्घनक