ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ଅର୍ଜନ କରାଯାଇଛି ବା ଉପାର୍ଜନ କରାଯାଇଛି
ଉଦାହରଣ : ଏ ସବୁ ସମ୍ପତ୍ତି ମୁଁ ନିଜେ ଅର୍ଜନ କରିଛି, କାହାର ଦିଆ ହୋଇଥିବା ନୁହେଁ
ସମକକ୍ଷ : ଅର୍ଜିତ
जिसे अर्जित किया गया हो या कमाया गया हो।
ଅର୍ଥ : ଯେ କୌଣସି ପ୍ରକାରେ ନିଜ ଅଧିକାରକୁ ଆସିଛି ବା ଅଣା ଯାଇଛି
ଉଦାହରଣ : ସେ ନିଜ ପିତାଙ୍କଦ୍ୱାରା ପ୍ରାପ୍ତ ଧନକୁ ଗରିବମାନଙ୍କ ମଧ୍ୟରେ ବାଣ୍ଟିଦେଲେ
ସମକକ୍ଷ : ପ୍ରାପ୍ତ, ମିଳିଥିବା, ହସ୍ତଗତ, ହାସଲ
जो किसी प्रकार अपने अधिकार में आया या लाया गया हो।
ସଂସ୍ଥାପନ କରନ୍ତୁ