ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରସ୍ତୁତହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରସ୍ତୁତହେବା   କ୍ରିୟାପଦ

ଅର୍ଥ : କାହାରି ଯୋଗରେ ତିଆରି ହେବା ବା କାହାର ସଂଯୋଜନ ହେବା

ଉଦାହରଣ : ଏହି ଭୋଜନ କେଉଁକେଉଁ ପଦାର୍ଥରେ ତିଆରିହୋଇଛି?

ସମକକ୍ଷ : ତିଆରିହେବା

के योग से बना होना या का संयोजन होना।

यह भोजन किन-किन पदार्थों से बना है।
बना होना

Be composed of.

The land he conquered comprised several provinces.
What does this dish consist of?.
comprise, consist

ଅର୍ଥ : ଶୌଚ, ସ୍ନାନଆଦି କ୍ରିୟା ସମାପ୍ତ କରିବା

ଉଦାହରଣ : ମୁଁ ସକାଳ ଛଅଟାସୁଦ୍ଧା ପ୍ରସ୍ତୁତ ହୋଇଯାଏ

ସମକକ୍ଷ : ତିଆରହେବା

शौच, स्नान आदि क्रियाओं से निवृत्त होना।

मैं सुबह छः बजे तक निपट जाता हूं।
निपटना, निबटना