ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତିଆରହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତିଆରହେବା   କ୍ରିୟାପଦ

ଅର୍ଥ : ଶୌଚ, ସ୍ନାନଆଦି କ୍ରିୟା ସମାପ୍ତ କରିବା

ଉଦାହରଣ : ମୁଁ ସକାଳ ଛଅଟାସୁଦ୍ଧା ପ୍ରସ୍ତୁତ ହୋଇଯାଏ

ସମକକ୍ଷ : ପ୍ରସ୍ତୁତହେବା

शौच, स्नान आदि क्रियाओं से निवृत्त होना।

मैं सुबह छः बजे तक निपट जाता हूं।
निपटना, निबटना