ଅର୍ଥ : କାହାରିକୁ ଟାଣିବାପାଇଁ ପ୍ରବୃତ୍ତ କରିବା
ଉଦାହରଣ :
ଜେଜେ ପିଲାମାନଙ୍କଦ୍ୱାରା ସ୍ପ୍ରିଙ୍ଗ ଟଣାଉଛନ୍ତି
ସମକକ୍ଷ : ପ୍ରସାରିତ କରାଇବା, ବିସ୍ତାରିତ କରାଇବା
ଅର୍ଥ : ଟାଣିବା କାମ ଅନ୍ୟଦ୍ୱାରା କରିବା
ଉଦାହରଣ :
ସେ ପିଲାମାନଙ୍କଦ୍ୱାରା ଦଉଡ଼ି ଟଣାଉଛି