ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଯତ୍ନହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଯତ୍ନହୀନ   କ୍ରିୟା ବିଶେଷଣ

ଅର୍ଥ : ବିନା ଆୟାସ ବା ପ୍ରୟାସରେ

ଉଦାହରଣ : କୌଣସି କାମ ଅନାୟାସରେ ହୁଏ ନାହିଁ

ସମକକ୍ଷ : ଅନାୟାସ, ପରିଶ୍ରମ ବିନା, ବିନା ପରିଶ୍ରମ

बिना आयास या प्रयास के।

अनायास कोई काम नहीं होता।
अनायास, अप्रयत्नतः, अयास, प्रयत्नहीनतः, बिना परिश्रम

Without effort or apparent effort.

She danced gracefully and effortlessly.
Swallows gliding effortlessly through the air.
effortlessly

ପ୍ରଯତ୍ନହୀନ   ବିଶେଷଣ

ଅର୍ଥ : ପ୍ରଯତ୍ନ ନ କରୁଥିବା

ଉଦାହରଣ : ଯତ୍ନହୀନ ବ୍ୟକ୍ତି କେବେ ସଫଳ ହୁଏନାହିଁ

ସମକକ୍ଷ : ଅପ୍ରଯତ୍ନଶୀଳ, ଅଯତ୍ନଶୀଳ, ଯତ୍ନହୀନ

प्रयत्न न करने वाला।

अप्रयत्नशील व्यक्ति कभी सफल नहीं होते हैं।
अनुद्यमशील, अनुद्यमी, अनुद्योगी, अप्रयत्नवान, अप्रयत्नशील, अप्रयत्नी, अप्रयासशील, अप्रयासी, अयत

Not showing effort or strain.

A difficult feat performed with casual mastery.
Careless grace.
casual, effortless